ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୦୧ ।

ଭୁବନେଶ୍ବର ,ତା-୩୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୧,୪୮୧, ଚିକିତ୍ସିତ ସଂଖ୍ୟା ୩୬,୭୪୩ ମୃତ ସଂଖ୍ୟା ୮୪୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୦୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୭,୫୬୦, ସୁସ୍ଥ ସଂଖ୍ୟା ୩୦,୯୨୪,ଚିକିତ୍ସିତ ସଂଖ୍ୟା ୬,୪୯୨ ଏବଂ ମୃତ ସଂଖ୍ୟା ୧୩୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୪୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୦୧ ବୋଲି ଜଣାପଡିଛି ।

Comments (0)
Add Comment