ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୯୦୨ ।

ଭୁବନେଶ୍ବର ,ତା-୨୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୫,୪୩୨, ଚିକିତ୍ସିତ ସଂଖ୍ୟା ୩୯,୧୮୪ ମୃତ ସଂଖ୍ୟା ୭୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୦୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୦୮୦, ସୁସ୍ଥ ସଂଖ୍ୟା ୨୮,୨୬୦,ଚିକିତ୍ସିତ ସଂଖ୍ୟା ୬,୬୮୭ ଏବଂ ମୃତ ସଂଖ୍ୟା ୧୨୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୫୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦୨ ବୋଲି ଜଣାପଡିଛି ।

Comments (0)
Add Comment