ଭୁବନେଶ୍ବର ,ତା-୨୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୩,୨୧୩, ଚିକିତ୍ସିତ ସଂଖ୍ୟା ୩୮,୫୪୬ ମୃତ ସଂଖ୍ୟା ୭୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୪୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୮୦୦, ସୁସ୍ଥ ସଂଖ୍ୟା ୨୬,୨୫୦,ଚିକିତ୍ସିତ ସଂଖ୍ୟା ୬,୪୩୦ ଏବଂ ମୃତ ସଂଖ୍ୟା ୧୧୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୩୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୪୭ ବୋଲି ଜଣାପଡିଛି ।