ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୪୭ ।

ଭୁବନେଶ୍ବର ,ତା-୧୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୯,୮୫୯, ଚିକିତ୍ସିତ ସଂଖ୍ୟା ୩୬,୫୮୦, ମୃତ ସଂଖ୍ୟା ୬୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୪୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୭୯୪, ସୁସ୍ଥ ସଂଖ୍ୟା ୨୧,୬୬୫,ଚିକିତ୍ସିତ ସଂଖ୍ୟା ୭,୦୧୯ ଏବଂ ମୃତ ସଂଖ୍ୟା ୧୦୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୪୭ ବୋଲି ଜଣାପଡିଛି ।

Comments (0)
Add Comment