ଭୁବନେଶ୍ବର ,ତା-୩୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୦,୭୧୪, ଚିକିତ୍ସିତ ସଂଖ୍ୟା ୨୯,୬୮୫, ମୃତ ସଂଖ୍ୟା ୪୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୮୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୧୪୬, ସୁସ୍ଥ ସଂଖ୍ୟା ୯,୭୭୨,ଚିକିତ୍ସିତ ସଂଖ୍ୟା ୬,୩୦୨ ଏବଂ ମୃତ ସଂଖ୍ୟା ୬୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୧୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୮୪ ବୋଲି ଜଣାପଡିଛି ।