ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪ ।

ଭୁବନେଶ୍ବର,ତା-୦୨/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୫,୭୩୩, ଚିକିତ୍ସିତ ସଂଖ୍ୟା ୨,୪୫୧ ମୃତ ସଂଖ୍ୟା ୧,୮୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୭୪୨, ସୁସ୍ଥ ସଂଖ୍ୟା ୫୨,୨୬୭,ଚିକିତ୍ସିତ ସଂଖ୍ୟା ୧୩୯ ଏବଂ ମୃତ ସଂଖ୍ୟା ୩୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୫୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪ ବୋଲି ଜଣାପଡିଛି ।

Comments (0)
Add Comment