ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୪ ।

ଭୁବନେଶ୍ବର,ତା-୩୧/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୬୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୫,୧୦୩, ଚିକିତ୍ସିତ ସଂଖ୍ୟା ୨,୫୯୨ ମୃତ ସଂଖ୍ୟା ୧,୮୭୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୭୦୯, ସୁସ୍ଥ ସଂଖ୍ୟା ୫୨,୨୨୫,ଚିକିତ୍ସିତ ସଂଖ୍ୟା ୧୫୧ ଏବଂ ମୃତ ସଂଖ୍ୟା ୩୨୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪ ବୋଲି ଜଣାପଡିଛି ।

Comments (0)
Add Comment