ଭୁବନେଶ୍ବର,ତା-୩୦/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୩୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୪,୭୭୫, ଚିକିତ୍ସିତ ସଂଖ୍ୟା ୨,୬୦୭ ମୃତ ସଂଖ୍ୟା ୧,୮୭୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୬୮୫, ସୁସ୍ଥ ସଂଖ୍ୟା ୫୨,୧୭୩,ଚିକିତ୍ସିତ ସଂଖ୍ୟା ୧୮୦ ଏବଂ ମୃତ ସଂଖ୍ୟା ୩୨୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୦୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩ ବୋଲି ଜଣାପଡିଛି ।