କୋରନା କଟକଣା ମଧ୍ୟରେ ଝିଅମାନେ ପାଳନକଲେ କୁମାର ପୂର୍ଣ୍ଣିମା, ଆରମ୍ଭହେଲା ଗଜଲକ୍ଷ୍ମୀ ପୂଜା।

ବୋଲଗଡ,୩୧/୧୦(ପିପିଟି); ଆଜି ସଂଧ୍ୟାରେ ବୋଲଗଡ଼ ଅଞ୍ଚଳରେ ପ୍ରତ୍ଯେକ ପୁରପଲ୍ଲୀରେ କନ୍ୟାମାନେ ନୂଆଁ ପୋଷାକ ପରିଧାନକରି ତୁଳସୀ ଚଉରା ମୂଳେ ଗୀତବୋଲି ବୋଲି ପୂଜାଅର୍ଚନା ଓ ବନ୍ଦାପନା କରିଛନ୍ତି। ଏହା ଏକ ଓଡିଶାର ସ୍ୱତନ୍ତ୍ର ପର୍ବ ଅଟେ ଯାହାକୁ କୁମାର ପୂର୍ଣ୍ଣିମା ରୁପେ ପାଳନ କରାଯାଏ ତତ୍ ସହିତ ଏହି ଅଞ୍ଚଳରେ ସାମାଜିକ ଦୂରତ୍ୱ ରକ୍ଷା କରି ଓ ମୁହଁରେ ମାସ୍କ ପିନ୍ଧି ବାଙ୍କୋଇ, ସମପୁର , ଜରିପଡା , ସୁଆଁଳ ,ଆଦିସ୍ତାନ ମାନଙ୍କରେ ମା ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳନ କରାଯାଉଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment