କୋଭିଡ଼୍-୧୯ ସଂକ୍ରମଣ ମୁକ୍ତ ହେଲା କନ୍ଧମାଳ ଜିଲ୍ଲା ।

କନ୍ଧମାଳ,୦୫/୦୨(ପିପିଟି): ଗୁରୁବାର ରାତ୍ର ୦୮:୩୮ ରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ କୋଭିଡ଼୍-୨୯ ୱେବସାଇଟରେ ପ୍ରକାଶିତ ସୂଚନା ଅନୁସାରେ କୋଭିଡ଼୍-୧୯ ସଂକ୍ରମଣ ମୁକ୍ତ ହେଲା କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା – ୫୯୪୪ହୋଇ ଥିବା ବେଳେ ମୋଟ ମୄତକଙ୍କ ସଂଖ୍ୟା – ୩୩,ମୋଟ ସୁସ୍ଥ ସଂଖ୍ୟା – ୫୯୧୧, ଚିକିତ୍ସାଧିନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ହୋଇଛି । କନ୍ଧମାଳ ଜିଲ୍ଲାକୁ କୋଭିଡ଼୍-୨୯ ସଂକ୍ରମଣ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରତ୍ୟେକଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Comments (0)
Add Comment