କୋଦଳା ପୁଲିସର ନିରବ ପ୍ରାର୍ଥନା ।

କୋଦଳା,୦୫/୦୮(ପିପିଟି); ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ କୋଭିଡ୍ ରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ସନ୍ଧ୍ୟା ୬ଘଣ୍ଟରେ ନିରବ ପ୍ରାର୍ଥନା ହୋଇଥିବ ଜଣାପଡ଼ିଛି ।କୋଦଳାର କର୍ତ୍ତବ୍ୟରତ ପୋଲିସ ମଧ୍ୟ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବସଷ୍ଟାଣ୍ଡ ସ୍ଥିତ ଚେକପୋଷ୍ଟ ସାମ୍ନାରେ ସନ୍ଧ୍ୟା ଛଅ ଘଣ୍ଟ ସମୟରେ ନିରବ ପ୍ରାର୍ଥନା କରିଥିଲେ ।

Comments (0)
Add Comment