ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର କଲ୍ୟାଣ ମଣ୍ଡପ ଓ ଗ୍ରାମ୍ୟ କମ୍ୟୁନିଟି ସେଣ୍ଟରକୁ ସାଂସଦ ଆସିକା ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।