କବିସୂର୍ଯ୍ୟନଗର,୦୭/୦୪(ପିପିଟି): କବିସୂର୍ଯ୍ୟନଗର ଏନ୍ଏସିର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ୧୧ ନମ୍ବର ୱାର୍ଡ ସଭ୍ଯ ବିକ୍ରାନ୍ତ କୁମାର ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ଶ୍ରୀ ସାହୁ କବିସୂର୍ଯ୍ୟ ନଗରର ସାଧାରଣ ଜନତା, ୱାର୍ଡ଼ ମେମ୍ବର, ବିଜେଡିର କର୍ମକର୍ତ୍ତା ସମେତ ସ୍ଥାନୀୟ ବିଧାୟକ ଲତିକା ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ ।)