ଫୁଲବାଣୀ ,ତା-୩୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୧୯,୧୧୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୧,୪୮୧, ଚିକିତ୍ସିତ ସଂଖ୍ୟା ୩୬,୭୪୩, ମୃତ ସଂଖ୍ୟା ୮୪୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୩ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୪୮୯, ସୁସ୍ଥ ସଂଖ୍ୟା ୩,୭୯୧,ଚିକିତ୍ସିତ ସଂଖ୍ୟା ୬୭୫ ଏବଂ ମୃତ ସଂଖ୍ୟା ୨୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୪୩ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୩ ବୋଲି ଜଣାପଡିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)