ଫୁଲବାଣୀ ,ତା-୨୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୨,୦୯,୩୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୦,୧୯୩, ଚିକିତ୍ସିତ ସଂଖ୍ୟା ୩୮,୩୩୧, ମୃତ ସଂଖ୍ୟା ୭୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୨ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୨୪୩, ସୁସ୍ଥ ସଂଖ୍ୟା ୩,୪୮୪,ଚିକିତ୍ସିତ ସଂଖ୍ୟା ୭୩୮ ଏବଂ ମୃତ ସଂଖ୍ୟା ୨୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୨୨ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୨ ବୋଲି ଜଣାପଡିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)