କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୪୭ ।

ଫୁଲବାଣୀ ,ତା-୧୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୪୩,୧୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୦୮,୦୦୧, ଚିକିତ୍ସିତ ସଂଖ୍ୟା ୩୪,୪୫୮, ମୃତ ସଂଖ୍ୟା ୬୦୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୭ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୭୦୯, ସୁସ୍ଥ ସଂଖ୍ୟା ୨,୨୬୯,ଚିକିତ୍ସିତ ସଂଖ୍ୟା ୪୨୬ ଏବଂ ମୃତ ସଂଖ୍ୟା ୧୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୧ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ

Comments (0)
Add Comment