କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩ ।

ଫୁଲବାଣୀ ,ତା-୨୭/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୬,୭୯୨, ଚିକିତ୍ସିତ ସଂଖ୍ୟା ୯,୯୧୯, ମୃତ ସଂଖ୍ୟା ୧୪୭ ଓ ଅନ୍ଯ ମୃତ ସଂଖ୍ୟା ୩୪। କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୩୮, ସୁସ୍ଥ ସଂଖ୍ୟା ୨୨୮,ଚିକିତ୍ସିତ ସଂଖ୍ୟା ୨୦୯ ଏବଂ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୦୩ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩ ବୋଲି ଜଣାପଡିଛି ।

ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Comments (0)
Add Comment