କଟକ ଜିଲ୍ଲା ଦ୍ବିତୀୟ ସ୍ଥାନରେ ପହଞ୍ଚିଲା, ନୂତନ ସଂକ୍ରମିତ ସଂଖ୍ୟା ୨୩୦ ।

କଟକ ,ତା-୨୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୭,୫୮୫, ଚିକିତ୍ସିତ ସଂଖ୍ୟା ୩୭,୨୧୦, ମୃତ ସଂଖ୍ୟା ୮୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୧୬୧, ସୁସ୍ଥ ସଂଖ୍ୟା ୧୫,୮୮୮,ଚିକିତ୍ସିତ ସଂଖ୍ୟା ୪,୨୦୦ ଏବଂ ମୃତ ସଂଖ୍ୟା ୬୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୬୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୦ ବୋଲି ଜଣାପଡିଛି ।

Comments (0)
Add Comment