କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୮ ।

କଟକ,ତା-୦୩/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୩,୩୯୪, ଚିକିତ୍ସିତ ସଂଖ୍ୟା ୪,୮୧୫, ମୃତ ସଂଖ୍ୟା ୧,୭୫୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୧୨୫, ସୁସ୍ଥ ସଂଖ୍ୟା ୨୭,୫୮୪,ଚିକିତ୍ସିତ ସଂଖ୍ୟା ୪୦୩, ମୃତ ସଂଖ୍ୟା ୧୩୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮ ବୋଲି ଜଣାପଡିଛି ।

Comments (0)
Add Comment