କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୫ ।

କଟକ,ତା-୨୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୯,୭୪୭, ଚିକିତ୍ସିତ ସଂଖ୍ୟା ୬,୨୫୯, ମୃତ ସଂଖ୍ୟା ୧,୭୩୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୯୬୮, ସୁସ୍ଥ ସଂଖ୍ୟା ୨୭,୩୨୪,ଚିକିତ୍ସିତ ସଂଖ୍ୟା ୫୦୬, ମୃତ ସଂଖ୍ୟା ୧୩୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୫୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫ ବୋଲି ଜଣାପଡିଛି ।

Comments (0)
Add Comment