କଟକ,ତା-୨୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୫,୨୭୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୬,୭୨୬, ଚିକିତ୍ସିତ ସଂଖ୍ୟା ୬,୮୨୧, ମୃତ ସଂଖ୍ୟା ୧,୬୭୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୭୬୫, ସୁସ୍ଥ ସଂଖ୍ୟା ୨୭,୧୪୦,ଚିକିତ୍ସିତ ସଂଖ୍ୟା ୪୮୮, ମୃତ ସଂଖ୍ୟା ୧୩୩ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬ ବୋଲି ଜଣାପଡିଛି ।