କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୪ ।

କଟକ,ତା-୨୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୩୨୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୩,୮୯୭, ଚିକିତ୍ସିତ ସଂଖ୍ୟା ୭,୭୮୪, ମୃତ ସଂଖ୍ୟା ୧,୬୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୬୬୩, ସୁସ୍ଥ ସଂଖ୍ୟା ୨୬,୯୩୭,ଚିକିତ୍ସିତ ସଂଖ୍ୟା ୫୯୧, ମୃତ ସଂଖ୍ୟା ୧୩୧ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୭୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪ ବୋଲି ଜଣାପଡିଛି ।

Comments (0)
Add Comment