କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୭ ।

କଟକ,ତା-୨୦/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୨,୭୯୬, ଚିକିତ୍ସିତ ସଂଖ୍ୟା ୮,୦୮୮, ମୃତ ସଂଖ୍ୟା ୧,୬୦୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୬୦୯, ସୁସ୍ଥ ସଂଖ୍ୟା ୨୬,୮୪୮,ଚିକିତ୍ସିତ ସଂଖ୍ୟା ୬୨୮, ମୃତ ସଂଖ୍ୟା ୧୨୯ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୫୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୭ ବୋଲି ଜଣାପଡିଛି ।

Comments (0)
Add Comment