କଟକ,ତା-୧୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୬୫୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୬,୫୧୬, ଚିକିତ୍ସିତ ସଂଖ୍ୟା ୧୦,୫୬୩, ମୃତ ସଂଖ୍ୟା ୧,୫୨୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୩୩୮, ସୁସ୍ଥ ସଂଖ୍ୟା ୨୬,୨୭୩,ଚିକିତ୍ସିତ ସଂଖ୍ୟା ୯୩୭, ମୃତ ସଂଖ୍ୟା ୧୨୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୫୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୧ ବୋଲି ଜଣାପଡିଛି ।