କଟକ,ତା-୧୦/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୭୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୯,୬୮୯, ଚିକିତ୍ସିତ ସଂଖ୍ୟା ୧୨,୫୮୪, ମୃତ ସଂଖ୍ୟା ୧,୪୫୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୯୭୭, ସୁସ୍ଥ ସଂଖ୍ୟା ୨୫,୭୫୫,ଚିକିତ୍ସିତ ସଂଖ୍ୟା ୧,୦୯୮, ମୃତ ସଂଖ୍ୟା ୧୨୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୮୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୫ ବୋଲି ଜଣାପଡିଛି ।