କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦୬ ।

କଟକ,ତା-୦୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୮,୧୬୮, ଚିକିତ୍ସିତ ସଂଖ୍ୟା ୧୩,୧୩୧, ମୃତ ସଂଖ୍ୟା ୧,୪୪୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୮୯୨, ସୁସ୍ଥ ସଂଖ୍ୟା ୨୫,୬୪୧,ଚିକିତ୍ସିତ ସଂଖ୍ୟା ୧,୧୨୭, ମୃତ ସଂଖ୍ୟା ୧୨୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୧୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୬ ବୋଲି ଜଣାପଡିଛି ।

Comments (0)
Add Comment