କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨୧ ।

କଟକ,ତା-୦୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୧୪୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୫,୧୭୪, ଚିକିତ୍ସିତ ସଂଖ୍ୟା ୧୩,୫୦୩, ମୃତ ସଂଖ୍ୟା ୧,୪୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୬୪୫, ସୁସ୍ଥ ସଂଖ୍ୟା ୨୫,୪୪୩,ଚିକିତ୍ସିତ ସଂଖ୍ୟା ୧,୦୮୦, ମୃତ ସଂଖ୍ୟା ୧୧୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୭୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୨୧ ବୋଲି ଜଣାପଡିଛି ।

Comments (0)
Add Comment