କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୯ ।

କଟକ,ତା-୦୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୪,୪୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୯,୦୯୧, ଚିକିତ୍ସିତ ସଂଖ୍ୟା ୧୩,୯୧୯, ମୃତ ସଂଖ୍ୟା ୧,୩୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୧୮୩, ସୁସ୍ଥ ସଂଖ୍ୟା ୨୪,୯୯୭,ଚିକିତ୍ସିତ ସଂଖ୍ୟା ୧,୦୬୯, ମୃତ ସଂଖ୍ୟା ୧୧୩ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୦୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୯ ବୋଲି ଜଣାପଡିଛି ।

Comments (0)
Add Comment