କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦୧ ।

କଟକ,ତା-୦୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩,୨୧୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୭,୫୬୪, ଚିକିତ୍ସିତ ସଂଖ୍ୟା ୧୪,୨୫୭, ମୃତ ସଂଖ୍ୟା ୧,୩୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୧୧୪, ସୁସ୍ଥ ସଂଖ୍ୟା ୨୪,୮୯୦,ଚିକିତ୍ସିତ ସଂଖ୍ୟା ୧,୧୦୮, ମୃତ ସଂଖ୍ୟା ୧୧୨ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୧ ବୋଲି ଜଣାପଡିଛି ।

Comments (0)
Add Comment