କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦୬ ।

କଟକ ,ତା-୨୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୨,୬୯୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୪,୧୦୨, ଚିକିତ୍ସିତ ସଂଖ୍ୟା ୧୭,୨୮୧, ମୃତ ସଂଖ୍ୟା ୧,୨୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୩୪୨, ସୁସ୍ଥ ସଂଖ୍ୟା ୨୩,୮୯୭,ଚିକିତ୍ସିତ ସଂଖ୍ୟା ୧,୩୩୬, ମୃତ ସଂଖ୍ୟା ୧୦୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୮୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୬ ବୋଲି ଜଣାପଡିଛି ।

Comments (0)
Add Comment