କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦୩ ।

କଟକ ,ତା-୨୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୯,୪୧୮, ଚିକିତ୍ସିତ ସଂଖ୍ୟା ୧୮,୮୮୨, ମୃତ ସଂଖ୍ୟା ୧,୨୨୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୩ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୧୦୪, ସୁସ୍ଥ ସଂଖ୍ୟା ୨୩,୪୩୪,ଚିକିତ୍ସିତ ସଂଖ୍ୟା ୧,୫୬୧, ମୃତ ସଂଖ୍ୟା ୧୦୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୯୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୪ ବୋଲି ଜଣାପଡିଛି ।

Comments (0)
Add Comment