କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫୦ ।

କଟକ ,ତା-୨୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୬,୦୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୪,୯୧୩, ଚିକିତ୍ସିତ ସଂଖ୍ୟା ୧୯,୯୩୨, ମୃତ ସଂଖ୍ୟା ୧,୧୯୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୮୪୧, ସୁସ୍ଥ ସଂଖ୍ୟା ୨୩,୧୭୨,ଚିକିତ୍ସିତ ସଂଖ୍ୟା ୧,୫୬୦, ମୃତ ସଂଖ୍ୟା ୧୦୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୧୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୦ ବୋଲି ଜଣାପଡିଛି ।

Comments (0)
Add Comment