କଟକ ,ତା-୧୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୬,୮୩୭, ଚିକିତ୍ସିତ ସଂଖ୍ୟା ୨୨,୩୦୪, ମୃତ ସଂଖ୍ୟା ୧,୧୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୪୨୭, ସୁସ୍ଥ ସଂଖ୍ୟା ୨୨,୬୬୭,ଚିକିତ୍ସିତ ସଂଖ୍ୟା ୧,୬୫୩, ମୃତ ସଂଖ୍ୟା ୧୦୩ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୮୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୫ ବୋଲି ଜଣାପଡିଛି ।