କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫୬ ।

କଟକ ,ତା-୧୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୮,୫୩୫, ଚିକିତ୍ସିତ ସଂଖ୍ୟା ୨୪,୪୫୭, ମୃତ ସଂଖ୍ୟା ୧,୧୦୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୯୫୭, ସୁସ୍ଥ ସଂଖ୍ୟା ୨୨,୦୪୨,ଚିକିତ୍ସିତ ସଂଖ୍ୟା ୧,୮୧୫, ମୃତ ସଂଖ୍ୟା ୯୬ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୧୩୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୬ ବୋଲି ଜଣାପଡିଛି ।

Comments (0)
Add Comment