କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪୪ ।

କଟକ ,ତା-୧୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୯୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୦,୧୯୨, ଚିକିତ୍ସିତ ସଂଖ୍ୟା ୨୫,୬୩୫, ମୃତ ସଂଖ୍ୟା ୧,୦୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୪୦୬, ସୁସ୍ଥ ସଂଖ୍ୟା ୨୧,୪୭୮,ଚିକିତ୍ସିତ ସଂଖ୍ୟା ୧,୮୩୬, ମୃତ ସଂଖ୍ୟା ୮୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୭୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୪ ବୋଲି ଜଣାପଡିଛି ।

Comments (0)
Add Comment