କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧୮ ।

କଟକ ,ତା-୧୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୭,୬୧୫, ଚିକିତ୍ସିତ ସଂଖ୍ୟା ୨୫,୯୫୪, ମୃତ ସଂଖ୍ୟା ୧,୦୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୨୬୨, ସୁସ୍ଥ ସଂଖ୍ୟା ୨୧,୨୩୪,ଚିକିତ୍ସିତ ସଂଖ୍ୟା ୧,୯୩୬, ମୃତ ସଂଖ୍ୟା ୮୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୨୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧୮ ବୋଲି ଜଣାପଡିଛି ।

Comments (0)
Add Comment