କଟକ ,ତା-୧୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୦,୩୮୮, ଚିକିତ୍ସିତ ସଂଖ୍ୟା ୨୮,୨୪୬, ମୃତ ସଂଖ୍ୟା ୧,୦୦୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୪୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୦୧୦, ସୁସ୍ଥ ସଂଖ୍ୟା ୨୦,୫୪୩,ଚିକିତ୍ସିତ ସଂଖ୍ୟା ୨,୩୭୯ ଏବଂ ମୃତ ସଂଖ୍ୟା ୮୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୫୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୪ ବୋଲି ଜଣାପଡିଛି ।