କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୪ ।

କଟକ ,ତା-୦୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୮୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୧୬,୯୮୪, ଚିକିତ୍ସିତ ସଂଖ୍ୟା ୨୮,୮୧୧, ମୃତ ସଂଖ୍ୟା ୯୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୭୬୬, ସୁସ୍ଥ ସଂଖ୍ୟା ୨୦,୧୬୯,ଚିକିତ୍ସିତ ସଂଖ୍ୟା ୨,୫୩୯ ଏବଂ ମୃତ ସଂଖ୍ୟା ୮୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୯୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୪ ବୋଲି ଜଣାପଡିଛି ।

Comments (0)
Add Comment