କଟକ ,ତା-୦୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୪,୧୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୧୩,୬୭୨, ଚିକିତ୍ସିତ ସଂଖ୍ୟା ୨୯,୪୪୩, ମୃତ ସଂଖ୍ୟା ୯୭୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୪୩ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୫୩୨, ସୁସ୍ଥ ସଂଖ୍ୟା ୧୯,୯୦୭,ଚିକିତ୍ସିତ ସଂଖ୍ୟା ୨,୫୩୯ ଏବଂ ମୃତ ସଂଖ୍ୟା ୮୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୧୪୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୩ ବୋଲି ଜଣାପଡିଛି ।