କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୮ ।

କଟକ ,ତା-୦୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୮,୧୯୪, ଚିକିତ୍ସିତ ସଂଖ୍ୟା ୩୩,୫୫୯, ମୃତ ସଂଖ୍ୟା ୯୦୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୬୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୭୩, ସୁସ୍ଥ ସଂଖ୍ୟା ୧୮,୩୬୯,ଚିକିତ୍ସିତ ସଂଖ୍ୟା ୩,୩୨୩ ଏବଂ ମୃତ ସଂଖ୍ୟା ୭୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୨୬ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୮ ବୋଲି ଜଣାପଡିଛି ।

Comments (0)
Add Comment