କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧୮ ।

କଟକ ,ତା-୨୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୩,୫୭୧, ଚିକିତ୍ସିତ ସଂଖ୍ୟା ୩୮,୧୭୨, ମୃତ ସଂଖ୍ୟା ୮୧୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୧୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୯୩୧, ସୁସ୍ଥ ସଂଖ୍ୟା ୧୫,୪୮୪,ଚିକିତ୍ସିତ ସଂଖ୍ୟା ୪,୩୭୭ ଏବଂ ମୃତ ସଂଖ୍ୟା ୬୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୩୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧୮ ବୋଲି ଜଣାପଡିଛି ।

Comments (0)
Add Comment