କଟକ ,ତା-୨୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୧,୦୪୪, ଚିକିତ୍ସିତ ସଂଖ୍ୟା ୩୯,୨୩୨, ମୃତ ସଂଖ୍ୟା ୭୬୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୬୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୮୨୪, ସୁସ୍ଥ ସଂଖ୍ୟା ୧୪,୦୩୭,ଚିକିତ୍ସିତ ସଂଖ୍ୟା ୪,୭୨୨ ଏବଂ ମୃତ ସଂଖ୍ୟା ୬୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୬୫ ବୋଲି ଜଣାପଡିଛି ।