କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୨ ।

କଟକ ,ତା-୧୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୫,୨୭୯, ଚିକିତ୍ସିତ ସଂଖ୍ୟା ୩୪,୮୪୯, ମୃତ ସଂଖ୍ୟା ୬୨୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୦୧୫, ସୁସ୍ଥ ସଂଖ୍ୟା ୯,୩୬୨,ଚିକିତ୍ସିତ ସଂଖ୍ୟା ୩,୬୦୨ ଏବଂ ମୃତ ସଂଖ୍ୟା ୪୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୧୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୨ ବୋଲି ଜଣାପଡିଛି ।

Comments (0)
Add Comment