କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧ ।

କଟକ,ତା-୦୬/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୬,୭୭୮, ଚିକିତ୍ସିତ ସଂଖ୍ୟା ୨,୨୦୩, ମୃତ ସଂଖ୍ୟା ୧,୮୮୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୮୦୯, ସୁସ୍ଥ ସଂଖ୍ୟା ୨୮,୫୦୬,ଚିକିତ୍ସିତ ସଂଖ୍ୟା ୧୫୯, ମୃତ ସଂଖ୍ୟା ୧୪୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୩୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧ ବୋଲି ଜଣାପଡିଛି ।

Comments (0)
Add Comment