କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୭ ।

କଟକ,ତା-୨୯/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୦୦୧ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୪,୩୯୨, ଚିକିତ୍ସିତ ସଂଖ୍ୟା ୨,୬୮୮, ମୃତ ସଂଖ୍ୟା ୧,୮୬୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୬୯୦, ସୁସ୍ଥ ସଂଖ୍ୟା ୨୮,୩୪୭,ଚିକିତ୍ସିତ ସଂଖ୍ୟା ୨୦୧, ମୃତ ସଂଖ୍ୟା ୧୩୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୬୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୭ ବୋଲି ଜଣାପଡିଛି ।

Comments (0)
Add Comment