କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୫ ।

କଟକ,ତା-୧୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୯,୮୫୦, ଚିକିତ୍ସିତ ସଂଖ୍ୟା ୩,୦୭୩, ମୃତ ସଂଖ୍ୟା ୧,୮୨୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୪୨୮, ସୁସ୍ଥ ସଂଖ୍ୟା ୨୮,୦୪୭,ଚିକିତ୍ସିତ ସଂଖ୍ୟା ୨୩୯, ମୃତ ସଂଖ୍ୟା ୧୩୭ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୦୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫ ବୋଲି ଜଣାପଡିଛି ।

Comments (0)
Add Comment