କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୦ ।

କଟକ ,ତା-୦୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୪,୦୭୩, ଚିକିତ୍ସିତ ସଂଖ୍ୟା ୨୮,୭୬୩, ମୃତ ସଂଖ୍ୟା ୫୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୩୬୪, ସୁସ୍ଥ ସଂଖ୍ୟା ୬,୧୦୩,ଚିକିତ୍ସିତ ସଂଖ୍ୟା ୩,୨୨୩ ଏବଂ ମୃତ ସଂଖ୍ୟା ୩୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୩୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୦ ବୋଲି ଜଣାପଡିଛି ।

Comments (0)
Add Comment