କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୦ ।

କଟକ,ତା-୧୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୮,୨୭୮, ଚିକିତ୍ସିତ ସଂଖ୍ୟା ୩,୨୩୧, ମୃତ ସଂଖ୍ୟା ୧,୮୦୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୩୧୨, ସୁସ୍ଥ ସଂଖ୍ୟା ୨୭,୯୪୦,ଚିକିତ୍ସିତ ସଂଖ୍ୟା ୨୫୧, ମୃତ ସଂଖ୍ୟା ୧୩୭ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦ ବୋଲି ଜଣାପଡିଛି ।

Comments (0)
Add Comment