କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୪ ।

କଟକ,ତା-୦୫/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୮୦୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୪,୬୬୫, ଚିକିତ୍ସିତ ସଂଖ୍ୟା ୪,୩୨୦, ମୃତ ସଂଖ୍ୟା ୧,୭୬୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୧୭୭, ସୁସ୍ଥ ସଂଖ୍ୟା ୨୭,୬୬୧,ଚିକିତ୍ସିତ ସଂଖ୍ୟା ୩୭୮, ମୃତ ସଂଖ୍ୟା ୧୩୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୦୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୪ ବୋଲି ଜଣାପଡିଛି ।

Comments (0)
Add Comment