ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ।

ଭୁବନେଶ୍ୱର,୧୨/୧୦(ପିପିଟି): ବଦଳିଲେ ଓଡ଼ିଶାର ରାଜ୍ଯପାଳ । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ  ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ସମେତ ୬ ରାଜ୍ୟରେ ବଦଳିଲେ ରାଜ୍ୟପାଳ ।

ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବ୍ରଜ ମୋହନ ରାମ ଝାଡ଼ଖଣ୍ଡର ବରିଷ୍ଠ ନେତା ଏବଂ ପାଲାମୁର ପୂର୍ବତନ ସାଂସଦ ।

Comments (0)
Add Comment